Friday, April 3, 2026
39 C
Odisha

    ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଆକ୍ରମଣରେ 2 ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଜେଲ ଫେରନ୍ତା ଯୁବକଙ୍କୁ ଆଉ ଜଣେ ଯୁବକ ବାଇକ କାଢ଼ିବାକୁ କହିବାରୁ ଜେଲ ଫେରନ୍ତା ଯୁବକ ଖଣ୍ଡାରେ କଲେ ଆକ୍ରମଣ।

    ଏହି ଆକ୍ରମଣରେ 2ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଗରୁ କୌଣସି ଏକ ଘଟଣାରେ ଜେଲ ଯାଇଥିଲେ ଏହି ଯୁବକ। ଜେଲ୍ ରୁ ବାହାରିବା ପରେ ପୁଣି ଏପରି କାଣ୍ଡ ଘଟାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ