Tuesday, September 15, 2026
24.1 C
Odisha

    ରାଜଧାନୀରେ ଲେଡି ବ୍ରାଉନସୁଗର ମାଫିଆ, ୧୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ଲେଡି ବ୍ରାଉନସୁଗର ମାଫିଆ । ୧୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଅବକାରୀ ଟିମ୍ । ଭୁବନେଶ୍ବର ବଡଗଡ ମହିଶିଖାଲରୁ ୧୮୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଅବକାରୀ ଟିମର ଅପରେସନରେ ଧରାପଡିଛି ଲେଡି ମାଫିଆ । ଗିରଫ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା ବୋଲି ଜଣାପଡିଛି ।ଖୋର୍ଦ୍ଧାରୁ ବସରେ ଯାଇ ବ୍ରାଉନସୁଗର ପୁଡିଆ ଆଣଥିଲେ । ପ୍ରତି ପୁଡିଆକୁ ୩୫୦ ଟଙ୍କାରେ ବିକ୍ରି କରୁଥିଲେ । ମହିଳା ଜଣକ ପୁର୍ବରୁ ଅନେକ ଥର ଡ୍ରଗସ କାରବାରର ଗିରଫ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ