Monday, September 21, 2026
27.9 C
Odisha

    ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି, ସର୍ବନିମ୍ନ ତାପମାତ୍ରା ରହିଛି ୯ ଡିଗ୍ରୀ

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡି   :   କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପୁଣି ଥରାଇଲା ଶୀତ। ତାପମାତ୍ରା ହ୍ରାସ ପାଇ ଆଜି ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ରହିଛି। ଯାହାକି ରାଜ୍ୟରେ ସବୁଠାରୁ ଶୀତଳ ସହର ଭାବେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରହିଛି । ସେହିପରି ଘନ କୁହୁଡି ଆଚ୍ଛାଦିତ ହୋଇ ରହିଥିବାରୁ ଶୀତ ଦ୍ବିଗୁଣିତ ଅନୁଭୂତ ହେଉଥିବା କୁହାଯାଉଛି।  କୁହୁଡି ଯୋଗୁ ଗାଡି ଚଳାଚଳରେ ସମସ୍ୟା ଉପୁଜୁଛି । ଲୋକଙ୍କ କାମଧନ୍ଦା ଯିବା ମୁସ୍କିଲ ହୋଇଛି । ପର୍ଯ୍ୟଟକ ଶୀତର ମଜା ନେବାକୁ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲୁଥିବା ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ