Sunday, May 5, 2024
43.4 C
Odisha

    ଶୋଇବା ପୂର୍ବରୁ ପାଣିରେ ମିଶାଇ ସେବନ କରନ୍ତୁ ଏହି ଜିନିଷ

    ଆଗକୁ ପଢନ୍ତୁ

    ଆଜିକାଲି ଅଧିକାଂଶ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ହେଲେଣି । ନିଜକୁ ମେଣ୍ଟେନ୍ କରିବା ପାଇଁ ଜିମ୍‌, ମର୍ଣ୍ଣିଂ ୱାକ୍‌, ଏରୋବିକ୍ସ ଏବଂ ଯୋଗ କରିବା ସହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡାଏଟ୍ ଚାର୍ଟ ଫଲୋ କରୁଛନ୍ତି । ସାଧାରଣତଃ ଶରୀରକୁ ରୋଗମୁକ୍ତ ରଖିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । ଏଥିମଧ୍ୟରୁ apple cider vinegar ଅନ୍ୟତମ । ଏହା ହେଉଛି Appleର ଏକ ପ୍ରକାର ଭିନେଗାର ଯାହାକୁ ଆପଲ ରସର ଭଲ ବ୍ୟାକ୍ଟେରିୟା ଏବଂ ଇଷ୍ଟ ସାହାଯ୍ୟରେ ଫର୍ମେଣ୍ଟ କରାଯାଇ ତିଆରି କରାଯାଇଥାଏ । Apple cider vinegar ରୋଷେଇରେ ବ୍ୟବହାର କରାଯିବା ସହ ପେୟ/ଡ୍ରିଙ୍କ୍‌ସ, ସାଲାଡ ଏବଂ ଡ୍ରେସିଂରେ ବ୍ୟବହାର କରିପାରିବା । ବିଶେଷକରି ପାଚନ ସମସ୍ୟା ଏବଂ ଓଜନ ହ୍ରାସ କରିବା ପାଇଁ ଏହା ବେଶ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବା ଉଚିତ ।

    ୧. ପାଚନ ପ୍ରକ୍ରିୟା: ପାଚନ ପ୍ରକ୍ରିୟାକୁ ସୁଧାରିବା ପାଇଁ ରାତିରେ ଖାଇବାର ଅଧ ଘଣ୍ଟା ପରେ ଆପଲ ସାଇଡର ଭିନେଗାର ଗୋଟିଏ ଗ୍ଲାସ ପାଣି(କିମ୍ବା ୧୫ରୁ ୩୦ ଏମଏଲ୍ ପାଣି)ରେ ୧ରୁ ୨ tbsp ମିଶାଇ ସେବନ କରିବା ଉଚିତ ।

    ୨. ଓଜନ ହ୍ରାସ: ଓଜନ ହ୍ରାସ ପାଇଁ ଆପଲ ସାଇଡର ଭିନେଗାର ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଫ୍ୟାଟ୍ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ । ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ ପାଣିରେ ୧ tbsp ମିଶାଇ ସେବନ କରିବା ଲାଭଦାୟକ ହୋଇଥାଏ ।ଳ ନିୟମିତ ଭାବରେ ଏହା ସେବନ କରିବା ଦ୍ୱାରା ଭୋକ କମ୍ ହୋଇଥାଏ ଏବଂ ଓଭର ଇଟିଂରୁ ଦୂରେଇ ଥାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    43.4 ° C
    43.4 °
    43.4 °
    5 %
    4.1kmh
    58 %
    Sun
    44 °
    Mon
    44 °
    Tue
    41 °
    Wed
    41 °
    Thu
    41 °

    ସମ୍ବନ୍ଧିତ