Friday, September 18, 2026
25 C
Odisha

    ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ବଡ଼ ଆକ୍ରମଣ, ୨୪ ମୃତ

    ଆଗକୁ ପଢନ୍ତୁ

    ସୁଦାନ : ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି ।ଦେଶରେ ଚାଲିଥିବା ଯୁଦ୍ଧ ବେଳେ ବିସ୍ଥାପିତ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ଆକ୍ରମଣ କରାଯାଇଛି । ଗାଡ଼ିରେ ଲୋକଙ୍କ ସହିତ ପିଲା ରହିଥିବା ଜଣାପଡିଛି । ତେବେ ଗତ ୨୦୨୩ରେ ସୁଦାନରେ ଯୁଦ୍ଧ ସ୍ଥିତି ଲାଗିରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ