Sunday, October 18, 2026
21.7 C
Odisha

    ସ୍ୱପ୍ନରେ ନିଜ ଏକ୍ସ କୁ ଦେଖିବା ଅର୍ଥ କଣ

    ଆଗକୁ ପଢନ୍ତୁ

    ପ୍ରଥମେ ସ୍ୱପ୍ନ ସମୁଦ୍ର ଶାସ୍ତ୍ରର ଅଂଶ ଥିଲା, ବର୍ତ୍ତମାନ ବୈଜ୍ଞାନିକମାନେ ଏହାକୁ ନେଇ ଅନୁସନ୍ଧାନ କରୁଛନ୍ତି। ଆଜିର ଦୁନିଆରେ ଅନେକ ଡାକ୍ତର ଏବଂ ମନୋବୈଜ୍ଞାନିକମାନେ ସ୍ୱପ୍ନର ରହସ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି।ଜ୍ୟେତିଷ ଶାସ୍ତ୍ରରେ ସ୍ୱପ୍ନକୁ କୌଣସି ଅନ୍ୟ ଏକ ଦୁନିଆର ଝରକା ବୋଲି କୁହାଯାଇଥାଏ। କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଆମକୁ ଭବିଷ୍ୟତର ଘଟଣାଗୁଡ଼ିକର ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ନିଜ ପୂର୍ବ ପ୍ରେମିକା ଏବଂ ପ୍ରେମିକଙ୍କୁ ଦେଖିବା ସହ ଶାରୀରିକ ସମ୍ବନ୍ଧ ରଖିବା ସ୍ୱପ୍ନର ଅର୍ଥ କଣ..

    ସ୍ୱପ୍ନରେ ଜୀବନ ସାଥୀଙ୍କୁ ଦେଖିବା: ସ୍ୱପ୍ନ ବିଜ୍ଞାନ ଅନୁସାରେ, ଏହା ବୈବାହିକ ଜୀବନକୁ ଶୁଖମୟ ଏବଂ ଜୀବନସାଥୀଙ୍କ ସହ ସଂପର୍କ ଦୃଢ ହେବାର ସଂକେତ ଦେଇଥାଏ। ଯଦି ଦୁହିଁଙ୍କ ମଧ୍ୟରେ ମତଭେଦ ଚାଲିଛି, ତେବେ ଏହା ଖୁବଶୀଘ୍ର ଶେଷ ହେବାକୁ ଯାଉଛି।

    ସ୍ୱପ୍ନରେ ନିଜ ପୂର୍ବ ପ୍ରେମିକ ବା ପ୍ରେମିକାଙ୍କୁ ଦେଖିବା: ଏହା ଏହି ସଂକେତକୁ ଦର୍ଶାଇଥାଏ ଯେ, ଆପଣଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିବାକୁ ଯାଉଛି। ଯଦି ଆପଣ ଅବିବାହିତ ଅଛନ୍ତି, ତେବେ ଆପଣଙ୍କ ବିବାହ ହେବାର ସମ୍ଭାବନା ରହିଛି ଏବଂ ଯଦି ଆପଣ ବିବାହିତ ତେବେ ଆପଣଙ୍କ ଘରକୁ ଅତିଥି ଆସିବାକୁ ଯାଉଛନ୍ତି।

    ଯଦି ପ୍ରେମିକା ନିଜ ପୂର୍ବ ଏକ୍ସକୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହାର ଅର୍ଥ ଯଦି ଆପଣ ଅବିବାହିତା ତେବେ ଖୁବଶୀଘ୍ର ଆପଣଙ୍କ ବିବାହ ହେବାକୁ ଯାଉଛି। ଯଦି ଆପଣ ବିବାହିତା ତେବେ ଆପଣଙ୍କ ବୈବାହିକ ଜୀବନ ମଜବୁତ ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ