Wednesday, October 7, 2026
23.2 C
Odisha

    ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୋଲିଂରେ ବଡ଼ କାରନାମା କରିବା ପରେ ତାଙ୍କୁ ‘ହିରୋ’ ବୋଲି କୁହାଯାଉଛି। ଅନେକ ପ୍ରଶଂସକ ଆଇପିଏଲ୍‌ ସମୟରେ କରିଥିବା ଟ୍ରୋଲିଂକୁ ନେଇ କ୍ଷମା ମାଗିଛନ୍ତି। ଏସବୁ ଦେଖି ତାଙ୍କର ଖରାପ ସମୟ ଶେଷ ହୋଇଗଲା ବୋଲି ଲାଗିଥିଲା। ହେଲେ ଏବେ ତାଙ୍କର ଛାଡ଼ପତ୍ର ହୋଇଛି। କେବଳ ସେତିକି ନୁହେଁ ଟି୨୦ ଅଧିନାୟକ ତାଙ୍କ ହାତରୁ ଅଣାଯାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି। ଏପରିକି ଉପଅଧିନାୟକ ଦାୟିତ୍ୱ ମଧ୍ୟ କାଢ଼ି ନିଆଯାଇଛି। ଏବେ ଆଇପିଏଲ୍‌ଷର ମଧ୍ୟ ତାଙ୍କ ଅଧିନାୟକତ୍ୱ ଉପରେ କଳା ବାଦଲ ଢ଼ାଙ୍କି ହେବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ