Saturday, February 21, 2026
33.5 C
Odisha

    ୧୨ଘଣ୍ଟିଆ ତାଳଚେର ବନ୍ଦ

    ଆଗକୁ ପଢନ୍ତୁ

    ଅନୁଗୁଳ : ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଓ ୧୦ଦଫା ଦାବିରେ ୧୨ଘଣ୍ଟିଆ ତାଳଚେର ବନ୍ଦ ଡକରା ଦିଆଯାଇଛି । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଜଣେ ଲୋକ ଅଟୋରେ ଅପହରଣ, ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଘଟଣା ସନ୍ଦେହ ସୃଷ୍ଟି କରିଛି । ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରିବା ସହ ସିବିଆଇ ତଦନ୍ତ ଦାବି କରିଛି ସୁଭଦ୍ରା ନ୍ୟାୟ ମହାମଞ୍ଚ । ରେଳବାଇ ଥାନା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ପୀଡିତାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟହାର କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ