Thursday, October 8, 2026
30.4 C
Odisha

    ୫ ହାର୍ଡକୋର ମାଓବାଦୀ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି  :  ୫ ହାର୍ଡକୋର ମାଓବାଦୀ ଗିରଫ । ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାର ଲାହେରୀ ଥାନା ବିଣାଗୁଣ୍ଡା ଜଙ୍ଗଲରୁ ଏହି ୫ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ ।  ଗିରଫଙ୍କ ମଧ୍ୟରେ ଜଣେ DVCM , ଜଣେ ACM ଏବଂ ତିନି ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି । ଗିରଫ ୫ ଜଣଙ୍କ ନାଁରେ ୩୬ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର ।  ଗିରଫ ମାଓବାଦୀଙ୍କ ନିକଟରୁ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗୋଟିଏ ସ୍ୱୟଂ ଚାଳିତ SLR, ଦୁଇଟି 303 ବନ୍ଧୁକ, ତିନୋଟି ସିଙ୍ଗଲ୍ ସଟ୍ ରାଇଫଲ୍ ଏବଂ ଦୁଇଟି ଭର୍ମର ବନ୍ଧୁକ ଜବତ କରାଯାଇଛି ସେମାଙ୍କଠୁଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.4 ° C
    30.4 °
    30.4 °
    58 %
    3.2kmh
    4 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ