Thursday, February 5, 2026
30.7 C
Odisha

    ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୪ ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ରାଜ୍ୟରେ ପୃଥକ ପୃଥକ ସ୍ଥାନରେ କାଳବୈଶାଖୀ ସହ ବଜ୍ରାଘାତରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ ଓ ମୟୂରଭଞ୍ଜରରେ ଘଟିଛି ଏମିତି ଘଟଣା ।ନୂଆପଡାର ଖଡିଆଳ ଥାନା କିରିକିଟା ଗାଁରେ ବଜ୍ରପାତ ହୋଇଛି । ଶୌଚ ପାଇଁ ଯାଉଥିବା ବେଳେ ବଜ୍ରପାତରେ ତସିଲ ମାଝୀଙ୍କ ମୃତ୍ୟୁ ଘଟିଛି । ସେହିପରି ପିଙ୍ଗଲ ମାଝୀ ଗୁରୁତର ହୋଇଛନ୍ତି । ନୟାଗଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ବଳଭଦ୍ର ପ୍ରସାଦ ଗଉଡପାଟଣା ଗାଁର ସୁକାନ୍ତି ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    21 %
    2.5kmh
    0 %
    Thu
    31 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ