Tuesday, June 24, 2025
24.7 C
Odisha

    ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୪ ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ରାଜ୍ୟରେ ପୃଥକ ପୃଥକ ସ୍ଥାନରେ କାଳବୈଶାଖୀ ସହ ବଜ୍ରାଘାତରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ ଓ ମୟୂରଭଞ୍ଜରରେ ଘଟିଛି ଏମିତି ଘଟଣା ।ନୂଆପଡାର ଖଡିଆଳ ଥାନା କିରିକିଟା ଗାଁରେ ବଜ୍ରପାତ ହୋଇଛି । ଶୌଚ ପାଇଁ ଯାଉଥିବା ବେଳେ ବଜ୍ରପାତରେ ତସିଲ ମାଝୀଙ୍କ ମୃତ୍ୟୁ ଘଟିଛି । ସେହିପରି ପିଙ୍ଗଲ ମାଝୀ ଗୁରୁତର ହୋଇଛନ୍ତି । ନୟାଗଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ବଳଭଦ୍ର ପ୍ରସାଦ ଗଉଡପାଟଣା ଗାଁର ସୁକାନ୍ତି ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    86 %
    2.6kmh
    100 %
    Mon
    25 °
    Tue
    25 °
    Wed
    32 °
    Thu
    33 °
    Fri
    31 °

    ସମ୍ବନ୍ଧିତ