Wednesday, March 18, 2026
31.9 C
Odisha

    ପିସିସି ସଭାପତିଙ୍କ ଉପରେ କାଳିମାଡ ଘଟଣା,ଶୃଙ୍ଖଳାଭଙ୍ଗ ଅଭିଯୋଗରେ କଂଗ୍ରେସରୁ ୬ବର୍ଷ ପାଇଁ ୫ଜଣଙ୍କୁ ବହିଷ୍କୃତ

    ଆଗକୁ ପଢନ୍ତୁ

    ପିସିସି ସଭାପତିଙ୍କ ଉପରେ କାଳିମାଡ ଘଟଣାରେ ପିସିସି ସଭାପତିଙ୍କ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କମିଟିର ପଦକ୍ଷେପ ନିଆଯାଇଛି୍ । କଂଗ୍ରେସରୁ ୬ବର୍ଷ ପାଇଁ ୫ଜଣଙ୍କୁ ବହିଷ୍କୃତ କରାଯାଇଛି । ସେମାନେ ହେଲେ ପ୍ରକାଶ ମିଶ୍ର,ଶ୍ରୀୟାସ୍ମିତା ପଣ୍ଡା , ସନ୍ଦୀପ ରାଉତରାୟ, ଅମରେଶ ପରିଡା ଓ ଆର୍ୟନ ସାସମଲ ବହିଷ୍ୃତ ହୋଇଛନ୍ତି । ସିସିଟିଭି ଭିଡିଓ ଫୁଟେଜ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ