Saturday, January 10, 2026
11.4 C
Odisha

    ନାଳରେ ଖସିପଡିଲା କାର୍, ଅକାଳରେ ଚାଲିଗଲା ୬ ଜୀବନ

    ଆଗକୁ ପଢନ୍ତୁ

    କାନପୁର ଦେହାତ୍ ଜଗନ୍ନାଥପୁର ଗାଁ ନିକଟରେ ଭୀଷଣ ଦୁର୍ଘଟଣା । ଗୋଟିଏ ପରିବାର ଏକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ଫେରୁଥିବାବେଳେ ଏକ ଗଭୀର ନାଳକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡିଛି । ସମସ୍ତ ମୃତକ ଡେରାପୁର ଶିରୋଜପୁରର ବାସିନ୍ଦା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.4 ° C
    11.4 °
    11.4 °
    30 %
    1.4kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ