Friday, July 31, 2026
24.5 C
Odisha

    ସୁନ୍ଦରଗଡ ଜଙ୍ଗଲରେ ମହାବଳ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଚିତ୍ର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ରେ ଠାବ ହେଲା ମହାବଳ ବାଘ । ବଣାଇ ବାରସୁଆ ରେଞ୍ଜର ତୋଡ଼ା ସଂରକ୍ଷିତ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଚିତ୍ର । ଏହି ମହାବଳ ବାଘଟି ମଧ୍ୟପ୍ରଦେଶର ଟାଇଗର ଜୋନରୁ ଆସିଥିବା ଅନୁମାନ କରାଯାଉଛି ।

    ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବଣାଇ ଡିଏଫଓ ଲଳିତ କୁମାର ପାତ୍ର । ବଣାଇ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ସଚେତନ କରାଯାଉଛି । ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ଜଙ୍ଗଲରେ ଆହୁରି ୪୦ଟି କ୍ୟାମେରା ଖଞ୍ଜାଯିବ ବୋଲି କହିଛନ୍ତି ଡିଏଫଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    94 %
    2kmh
    100 %
    Thu
    24 °
    Fri
    30 °
    Sat
    31 °
    Sun
    30 °
    Mon
    31 °

    ସମ୍ବନ୍ଧିତ