Sunday, October 18, 2026
21.7 C
Odisha

    ରାଜଧାନୀରେ ସିରିଜ ଦୁର୍ଘଟଣା: ୫ରୁ ଉର୍ଦ୍ଧ୍ବ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଘଟିଛି ଏଭଳି ଦୁର୍ଘଟଣା । ଦୁର୍ଘଟଣାରେ ୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ସୂଚନା। ଉତ୍ୟକ୍ତ ଲୋକଙ୍କ ଦ୍ଵାରା ପଳାଶୁଣି ଛକରେ ରାସ୍ତାରୋକ କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଛାନଭିନ ଜାରି ରଖିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ