Thursday, July 30, 2026
29.7 C
Odisha

    ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଆଜି ମଧ୍ୟାହ୍ନ ୧୨ଟାରେ ମାଳତୀ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛିI ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ (ଓଆର ୧୨ସି ୨୧୪୨) ଗଂଜାମ ଜିଲ୍ଲା ଆସିକା ଠାରୁ ରାୟଗଡ଼ାର ମୁନିଗୁଡ଼ା ଅଭିମୁଖେ ଯାଉଥିଲା। ମଧ୍ୟାହ୍ଣ ପ୍ରାୟ ୧୨ଟାରେ ବସ୍‌ଟି ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଗୋରୁପଲ ଆସୁଥିଲେ। ହଠାତ୍ ଦୁଇଟି ଗୋରୁ ନିଜ ଭିତରେ ଲଢ଼େଇ ହେବା ସହ ରାସ୍ତା ଉପରକୁ ଉଠିଆସିଥିଲେI ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଥିଲେ। ବସଟି ରାସ୍ତାକଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା।
    Sambad icon

    ଦେଶ- ବିଦେଶ
    ଇସ୍ରାଏଲ୍-ହମାସ୍ ଯୁଦ୍ଧ
    ରାଜ୍ୟ
    ଜିଲ୍ଲା
    ମହାନଗର
    ଖେଳ
    ଅର୍ଥନୀତି
    ରାଜନୀତି
    ମନୋରଞ୍ଜନ
    ବିଶେଷ
    ଅପରାଧ
    ଜୀବନଚର୍ଯ୍ୟା
    ରାଶିଫଳ
    ସମ୍ପାଦକୀୟ
    ପୁନଶ୍ଚ ପୃଥିବୀ
    Authors
    Powered by :

    ରାଜ୍ୟ
    ଗୋରୁପଲ ବଞ୍ଚେଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
    କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଆଜି ମଧ୍ୟାହ୍ନ ୧୨ଟାରେ ମାଳତୀ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛିI ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ହୋଇଛି।

    Mahendra Sahu profile image
    by
    Mahendra Sahu
    Updated 01 Sep 2024 16:35 IST

    ଗୋରୁପଲ ବଞ୍ଚେଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଆଜି ମଧ୍ୟାହ୍ନ ୧୨ଟାରେ ମାଳତୀ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛିI ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ହୋଇଛି।

    ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ (ଓଆର ୧୨ସି ୨୧୪୨) ଗଂଜାମ ଜିଲ୍ଲା ଆସିକା ଠାରୁ ରାୟଗଡ଼ାର ମୁନିଗୁଡ଼ା ଅଭିମୁଖେ ଯାଉଥିଲା। ମଧ୍ୟାହ୍ଣ ପ୍ରାୟ ୧୨ଟାରେ ବସ୍‌ଟି ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଗୋରୁପଲ ଆସୁଥିଲେ। ହଠାତ୍ ଦୁଇଟି ଗୋରୁ ନିଜ ଭିତରେ ଲଢ଼େଇ ହେବା ସହ ରାସ୍ତା ଉପରକୁ ଉଠିଆସିଥିଲେI ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଥିଲେ। ବସଟି ରାସ୍ତାକଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା।

    ଯାତ୍ରୀବାହୀ ବସ୍‌ ଗଂଜାମ ଜିଲ୍ଲା ଆସିକା ଠାରୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା। ମଧ୍ୟାହ୍ଣ ପ୍ରାୟ ୧୨ଟାରେ ବସ୍‌ଟି ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଗୋରୁପଲ ଆସୁଥିଲେ। ହଠାତ୍ ଦୁଇଟି ଗୋରୁ ନିଜ ଭିତରେ ଲଢ଼େଇ ହେବା ସହ ରାସ୍ତା ଉପରକୁ ଉଠିଆସିଥିଲେI
    publive-image

    ଦୁର୍ଘଟଣାରେ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ମହିଳା ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛିI ଆହତ ଯାତ୍ରୀଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛିI ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ସହ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ଭଗବାନ ପୂଜାରୀ,ଏସଆଇ ଅନନ୍ତ କୁମାର ପ୍ରଧାନ, ଏଏସଆଇ ରବିନ୍ଦ୍ର ନାଥ ସେଠୀ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣା ନେଇ ତଦନ୍ତ କରୁଥିବା ଦେଖିବାକୁ ମିଳିଛିI

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.7 ° C
    29.7 °
    29.7 °
    76 %
    2.7kmh
    98 %
    Thu
    29 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ