Monday, March 16, 2026
21.4 C
Odisha

    ଭାଙ୍ଗିଲା ବିମାନ କବାଟ; ଜରୁରୀ ଅବତରଣ କଲା ଜାହାଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନକୁ ଆଜି ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହାର ଗୋଟିଏ କବାଟ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସେଣ୍ଟର-କ୍ୟାବିନର ପ୍ରସ୍ଥାନ ଦ୍ୱାର ବିମାନରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।ଅଲାସ୍କା ଏୟାରଲାଇନ୍ସ ଏକ୍ସରେ ଏକ ପୋଷ୍ଟରେ କହିଛି , ଏଏସ୍‌୧୨୮୨ ଶୁକ୍ରବାର ସାରେ ପୋର୍ଟଲ୍ୟାଣ୍ଡରୁ ଅନଟାରିଓ, ସିଏ (କାଲିଫର୍ଣ୍ଣିଆ)କୁ ଯିବାର କିଛି ସମୟ ପରେ ଏକ ଘଟଣା ଘଟିଛି। ବିମାନଟି ୧୭୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ସୁରକ୍ଷିତ ଭାବେ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.4 ° C
    21.4 °
    21.4 °
    60 %
    2.5kmh
    66 %
    Mon
    24 °
    Tue
    37 °
    Wed
    37 °
    Thu
    36 °
    Fri
    36 °

    ସମ୍ବନ୍ଧିତ