Thursday, March 26, 2026
26.8 C
Odisha

    ଦିଲ୍ଲୀ ପରେ ଭୁଶୁଡିଲା ରାଜକୋଟ୍ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ । କେହି ମୃତାହତ ହେଇନଥିବା ନେଇ ସୂଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ ପରେ ରାଜକୋଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭୁଶୁଡିଲା ଛାତ । ଯାତ୍ରୀମାନେ ଯିବା ଆସିବା କରୁଥିବା ସ୍ଥାନରେ ଏକ ଛାତ ଭୁଶୁଡି ପଡିଥିଲା । ଏହି ଛାତ ଏବେ ଭୁଶୁଡି ପଡିଛି । ପ୍ରବଳ ବର୍ଷା ପରେ ଏପରି ଏକ ଘଟଣା ଘଟିଛି । ଗତକାଲି ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ ଏକରେ ମଧ୍ୟ ସମାନ ଘଟଣା ଘଟିଥିଲ । ଯେଉଁଥିରେ ଜଣଙ୍କର ମୃତ୍ୟୁ ୬ ଜଣ ଆହତ ହୋଇଥିଲେ । ତେବେ ରାଜକୋଟ ବିମାନ ବନ୍ଦରର ଛାତ ଭୁଶୁଡିବା ଘଟଣାରେ କେହି ମୃତହାତ ହୋଇନଥିବା ସୂଚନା ରହିଛି । ଏହି ବିମାନ ବନ୍ଦରକୁ ଗତବର୍ଷ ଜୁଲାଇ ୨୭ରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ