Monday, September 28, 2026
23.6 C
Odisha

    ଅଟଳ ସେତୁ’ ଉଦଘାଟିତ , ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନାସିକରେ ଏକ ରୋଡ ଶୋ ଆୟୋଜନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ତାଙ୍କ ସହ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ମେକଓଭର କରୁଥିବା ଭାରତର ସବୁଠାରୁ ଲମ୍ବା କୁହାଯାଉଥିବା ସମୁଦ୍ର ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର୍‌ ଲିଙ୍କ- ଏମଟିଏଚଏଲ (ଅଟଳ ସେତୁ) କୁ ମଧ୍ୟ ଉଦଘାଟନ କରିଛନ୍ତି, ଯାହା ଭାରତର ଦୀର୍ଘତମ ସମୁଦ୍ର ସେତୁ ଭାବରେ ପରିଗଣିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ