Sunday, March 29, 2026
39.1 C
Odisha

    ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍‌ ମଜୁମ୍‌ଦାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

    ଆଗକୁ ପଢନ୍ତୁ

    ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‍ ମଜୁମଦାରଙ୍କ ବିୟୋଗ  ସମଗ୍ର ଓଡ଼ିଶାବାସୀଙ୍କୁ  ଦୁଃଖିତ ଓ ମର୍ମାହତ କରିଛି। ନିଜର ନିଆରା ସଙ୍ଗୀତ ଶୈଳୀ ମାଧ୍ୟମରେ ସେ ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ଶ୍ରୋତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି pabitra entertainment ର ନିର୍ଦେଶକ ପବିତ୍ର ନାୟକ କହିଛନ୍ତି। ସେହିପରି ସଙ୍ଗୀତ ନିର୍ଦେଶକ ତଥା ପ୍ରଯୋଜକ prabhansu samanta rai ଏବଂ ଓଡିଶା କଳାକାର ଏକତା ମଞ୍ଚ ଅଭିଜିତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏଠାରେ କହି ରଖୁଛୁ ଯେ, ସ୍ବର୍ଗୀୟ ଅଭିଜିତ ମଜୁମଦାର pabitra entertaiment ସହ ମିଶି ଏକ ହଜାରରୁ ଅଧିକ ସଙ୍ଗୀତ ଓଡ଼ିଶାର ଦର୍ଶକଙ୍କୁ ଭେଟି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ