Wednesday, April 8, 2026
23.9 C
Odisha

    ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା, ଆସନ୍ତାକାଲିଠୁ ସାମାନ୍ୟ କୋହଳ ହେବ କର୍ଫ୍ୟୁ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ସରିଲା ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା ବୈଠକ । ବୈଠକରେ ନିଷ୍ପତି କ୍ରମେ, ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ । କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ମିଳିବ ଇଣ୍ଟରନେଟ ସେବା । ଆଇନ ଶୃଙ୍ଖଳା ରକ୍ଷା ପାଇଁ ବାଲେଶ୍ବରରେ ପହଞ୍ଚିଲେ ଗୋଟିଏ କମ୍ପାନୀ ବିଏସଏଫ୍ । ଆଉ ୫ କମ୍ପାନୀ ବିଏସଏଫ ବାଲେଶ୍ବରରେ ପହଞ୍ଚିବ । ଆସନ୍ତା ଦୁଇଦିନ ପାଇଁ ବାଲେଶ୍ବର ସହରର ସମସ୍ତ ସ୍କୁଲ୍, କଲେଜ,ଅଙ୍ଗନୱାଡୀ କେନ୍ଦ୍ର ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ