Monday, January 26, 2026
24.2 C
Odisha

    ବରଗଡ ଧନୁଯାତ୍ରା : ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ

    ଆଗକୁ ପଢନ୍ତୁ

    ବରଗଡ ଧନୁଯାତ୍ରା ପାଇଁ ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ । ହାଟପଦା ସ୍ଥିତ ସଞ୍ଚାର ପଡିଆରେ ସ୍ଥାପନ ହେବ ଶୁଭସ୍ତମ୍ଭ । ଜାନୁଆରୀ ୧୫ରୁ ୨୫ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ବୈଠକରେ ନିଷ୍ପତ୍ତି । ଧନୁଯାତ୍ରାରେ ଦୁଲୁକିବ ବରଗଡ । ଦେଖିବାକୁ ମିଳିବ ଭଗବାନ କୃଷ୍ଣଙ୍କ ଲୀଳା । କଂସ ମହାରାଜଙ୍କ ଗର୍ଜନରେ କମ୍ପିବ ମଞ୍ଚ । ଦୁଲୁକିବ ବଡଗଡ । ଭଗବାନଙ୍କ ଲୀଳା ଦେଖିବାକୁ ଲାଗିବ ଲୋକଙ୍କ ଭିଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    33 %
    1.6kmh
    0 %
    Mon
    23 °
    Tue
    31 °
    Wed
    33 °
    Thu
    32 °
    Fri
    33 °

    ସମ୍ବନ୍ଧିତ