Tuesday, July 28, 2026
26.3 C
Odisha

    ବରଗଡ ଧନୁଯାତ୍ରା : ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ

    ଆଗକୁ ପଢନ୍ତୁ

    ବରଗଡ ଧନୁଯାତ୍ରା ପାଇଁ ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ । ହାଟପଦା ସ୍ଥିତ ସଞ୍ଚାର ପଡିଆରେ ସ୍ଥାପନ ହେବ ଶୁଭସ୍ତମ୍ଭ । ଜାନୁଆରୀ ୧୫ରୁ ୨୫ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ବୈଠକରେ ନିଷ୍ପତ୍ତି । ଧନୁଯାତ୍ରାରେ ଦୁଲୁକିବ ବରଗଡ । ଦେଖିବାକୁ ମିଳିବ ଭଗବାନ କୃଷ୍ଣଙ୍କ ଲୀଳା । କଂସ ମହାରାଜଙ୍କ ଗର୍ଜନରେ କମ୍ପିବ ମଞ୍ଚ । ଦୁଲୁକିବ ବଡଗଡ । ଭଗବାନଙ୍କ ଲୀଳା ଦେଖିବାକୁ ଲାଗିବ ଲୋକଙ୍କ ଭିଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    86 %
    5.3kmh
    100 %
    Tue
    26 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ