Thursday, October 2, 2025
24.4 C
Odisha

    ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲା: ଗୁଜରାଟ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

    ଆଗକୁ ପଢନ୍ତୁ

    ଗୁଜରାଟ: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଙ୍କ ବଡ଼ ରାୟ। ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କଲେ ସୁପ୍ରିମ କୋର୍ଟ। ଏଭଳି ନିଷ୍ପତ୍ତି ନେବା ଅଧିକାର ରାଜ୍ୟ ସରକାରଙ୍କର ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ସମସ୍ତ ୧୧ ଦୋଷୀ ଜେଲ୍ ଫେରିବେ। ୨୦୦୨ ଗୁଜରାଟ ଦଙ୍ଗା ବେଳେ ଅତି ଜଘନ୍ୟ ଭାବେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାଙ୍କ ପୁରା ପରିବାରକୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତ ହୋଇ ୧୪ ବର୍ଷ ଜେଲରେ ରହିବା ପରେ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିରେ ସେମାନଙ୍କୁ ମୁକ୍ତ କରାଯାଇଥିଲା । ଏହି ମାମଲା ଉପରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇ ୧୧ ଦୋଷୀଙ୍କୁ ଜେଲ୍ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    99 %
    3kmh
    100 %
    Thu
    24 °
    Fri
    27 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ