Thursday, October 15, 2026
23.8 C
Odisha

    ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା: ଗୋକୁଳାନନ୍ଦ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା। ଆଉ କଟନୀ ଛଟନି ଶିକାର ହେବେନି ଚାଷୀ। ମିଲରଙ୍କ ଶୋଷଣର ଶିକାର ହେବେ ନାହିଁ ଚାଷୀ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରିଛି ବିଜେପି କୃଷକ ମୋର୍ଚ୍ଚା। ଏନେଇ ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୈଠକରେ ଯୋଗ ଦେଇ କୃଷକ ମୋର୍ଚ୍ଚା କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା। ଏହାସହ ମୋର୍ଚ୍ଚାର କର୍ମୀମାନେ ବିଭିନ୍ନ ମଣ୍ଡି ବୁଲି ଧାନ କିଣା ଉପରେ ନଜର ରଖିବେ। ପ୍ରଥମ ଥର କରି ଧାନ କୁଇଣ୍ଟାଲ ପିଛା ୩୧୦୦ଟଙ୍କା ଦେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛି କୃଷକ ମୋର୍ଚ୍ଚା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ