Thursday, March 26, 2026
37 C
Odisha

    ଆସନ୍ତାକାଲି ଠାରୁ ହେବାକୁ ଥିବା ବ୍ରହ୍ମପୁର ସିଟି ବସ ଧର୍ମଘଟ ସ୍ଥଗିତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ସିଟି ବସ ଧର୍ମଘଟ ସ୍ଥଗିତ । ଆସନ୍ତାକାଲି ଠାରୁ ହେବାକୁ ଥିବା ବ୍ରହ୍ମପୁର ସିଟି ବସ ଧର୍ମଘଟ ସ୍ଥଗିତ ।  କ୍ଷତିରେ ଚାଲୁଥିବା ସିଟି ବସକୁ ସରକାରଙ୍କ ଠାରୁ ଚଢ଼ା ଦରରେ ନେଇ ଚଳାଉଥିବା ବେଳେ ସରକାରଙ୍କ ପକ୍ଷରୁ ପୁଣି ବ୍ରହ୍ମପୁର ସହର ଓ ଆଖ ପାଖ ଗ୍ରାମକୁ ମୋ ବସ ଚଳାଚଳ ଆରମ୍ଭ କରିଥିଲା ।  ତାକୁ ନେଇ ଲିଜ ଧାରୀଙ୍କ ପକ୍ଷରୁ ଅସନ୍ତୋଷ ଆରମ୍ଭ ହୋଇଥିବା ବେଳେ କାଲି ମୋ ବସ ଗୋପାଳପୁର ନିକଟ କରାପଲ୍ଲୀ ପର୍ଯ୍ୟନ୍ତ ଯାତାୟାତ କରିବାରୁ ତାର ପ୍ରତିବାଦରେ ଆସନ୍ତାକାଲି ସିଟି ବସ ଚଳାଚଳ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ  l ଏଣୁ ଆଜି ଉଭୟ ପକ୍ଷଙ୍କୁ ନେଇ ଟ୍ରାଫିକ ଥାନା ଅଧିକାରୀଙ୍କ ନିକଟରେ ବୈଠକ ବସି ସାତ ଦିନ ପାଇଁ ଧର୍ମଘଟକୁ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଗଲା ବୋଲି କୁହାଯାଇଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ