Sunday, September 20, 2026
28.5 C
Odisha

    BSFକୁ ସୁଟ୍ ଇନ୍ ସାଇଟ୍ ଅର୍ଡର, ସନ୍ଦେହ ହେଲେ ରକ୍ଷା ନାହିଁ

    ଆଗକୁ ପଢନ୍ତୁ

    ଜୟପୁର : ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ । ପାକିସ୍ତାନ- ଭାରତ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ପାଇଁ ଏହି ୨ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ରାଜସ୍ଥାନରେ ସୀମା ସିଲ୍ କରିଛି ସେନା । ବିଏସଏଫକୁ ସୁଟ୍ ଅନ୍ ସାଇଟ୍ ଅର୍ଡର । ସନ୍ଦିଗ୍ଧ ଗତିବିଧି ଦେଖିଲେ ଗୁଳିମାଡ଼ କରିବାକୁ ନିର୍ଦ୍ଦେଶ । ସୀମାରେ ଅନୁପ୍ରବେଶ ଉପରେ କଡ଼ା ନଜର । ପଞ୍ଜାବ ପୋଲିସର ଛୁଟି ବାତିଲ୍ । ସମସ୍ତ ପୋଲିସ କର୍ମଚାରୀ ଡ୍ୟୁଟିରେ ରହିବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ