Tuesday, March 31, 2026
28.1 C
Odisha

    କଟକ ଗୋପାଳପୁରରେ ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୧୬ ଆହତ

    ଆଗକୁ ପଢନ୍ତୁ

    କଟକ: ଗୋପାଳପୁରରେ ଓଲଟି ପଡ଼ିଲା ବସ୍‌ । କଟକ ଗୋପାଳପୁର ଛକ ଏନଏଚ୍‌-୧୬ରେ ଏକ ବସ୍‌ ଓଲଟି ପଡ଼ିଥିବା ଜଣାପଡ଼ିଛି। କଟକରୁ ଭୁବନେଶ୍ୱର ଗଲା ବେଳେ ‘ଚନ୍ଦନ’ ବସ୍‌ ଓଲଟିଛି। ସ୍ଥାନୀୟଲୋକଙ୍କ ଦ୍ୱାରା ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର ଜାରି ରହିଛି। ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ପଠାଯାଉଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ଜଣ ଆହତ ହୋଇଥିବା ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ