Friday, November 28, 2025
13.3 C
Odisha

    ପିକନିକ ସାରି ଫେରିବାବେଳେ ବସ-ଟ୍ରକ ମୁହାଁମୁହିଁ ଧକ୍କା

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ ଗୁରୁତର ଅଛନ୍ତି । ବସରେ ୫୧ ଜଣ ଯାତ୍ରୀ ଥିବାବେଳେ ସମ୍ବଲପୁରରୁ ଚଣ୍ଡିଖୋଲକୁ ଯାଉଥିଲା | ମିଳିଥିବା ସୂଚନା ମୁତାବକ ଚଣ୍ଡିଖୋଲ ଅଂଚଳର ‘ନିରୁପମା’ ନାମକ ବସ ୫୧ ଜଣ ଯାତ୍ରୀଙ୍କୁ ନେଇ ହୀରାକୁଦ ଯାଇଥିଲା | ଆଉ ଏହା ସମ୍ବଲପୁର ହୀରାକୁଦରୁ ପିକନିକ ସାରି ଫେରୁଥିଲା | ଘଟଣାସ୍ଥଳରେ ମହାବିରୋଡ଼ ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    13.3 ° C
    13.3 °
    13.3 °
    56 %
    1.3kmh
    31 %
    Thu
    13 °
    Fri
    25 °
    Sat
    25 °
    Sun
    27 °
    Mon
    26 °

    ସମ୍ବନ୍ଧିତ