Saturday, October 10, 2026
23.6 C
Odisha

    CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଆସିଲା ବଡ଼ ସୂଚନା। ଘୋଷଣା ହେଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ। ଆସନ୍ତା ୨୦୨୬ ଫେବୃଆରୀ ୧୭ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ସରିବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା।

    ସଠିକ୍ ସମୟରେ ପରୀକ୍ଷା ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପରୀକ୍ଷାର ୧୦ ଦିନ ପରେ ଆରମ୍ଭ ହୋଇପାରେ ମୂଲ୍ୟାୟନ। ୧୨ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ଫେବୃଆରୀ ୨୦ ତାରିଖରୁ ହୋଇପାରେ ଦ୍ୱାଦଶ ଫିଜିକ୍ସ ପରୀକ୍ଷା। ଚଳିତ ବର୍ଷ ଦଶମ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୪୫ ଲକ୍ଷ ପିଲା ଦେବେ ପରୀକ୍ଷା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ