Saturday, July 19, 2025
25.4 C
Odisha

    ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ

    ଆଗକୁ ପଢନ୍ତୁ

    ଜୟପୁର : ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ । ନିୟମିତ ଅନୁପସ୍ଥିତ ଓ ଫିଙ୍ଗରପ୍ରିଣ୍ଟ, ଫେସଲକ୍ ନିୟମ ନମାନିବା ଅଭିଯୋଗରେ ଏହି ନୋଟିସ ହୋଇଛି । ଏ ନେଇ ନୋଟିସ ଜାରି କଲେ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ । ଏପରିକି ଏହି ଡାକ୍ତରମାନେ ଗତ ୬ ତାରିଖ ଦିନ ଜୟପୁରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିଭ୍ୟୁ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ଡାକ୍ତରଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    89 %
    0.8kmh
    100 %
    Fri
    25 °
    Sat
    33 °
    Sun
    31 °
    Mon
    33 °
    Tue
    32 °

    ସମ୍ବନ୍ଧିତ