Tuesday, September 29, 2026
23.2 C
Odisha

    ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସର ଫେରାଦ: ଦଳର ନିର୍ବାଚନୀ ଘୋଷଣାପତ୍ରକୁ ନେଇ ମୋଦୀ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସ ପ୍ରତିନିଧିମଣ୍ଡଳୀର ଫେରାଦ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଇସିଙ୍କ ନିକଟରେ ଦଳ ଦ୍ୱାରସ୍ଥ ହୋଇଛି । ନିର୍ବାଚନୀ ପ୍ରଚାର ସମୟରେ ମୋଦୀ କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ଆପତିଜନକ ଟିପ୍ପଣୀ ଦେଇଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ କହିଛି ଦେଶ ହିତରେ ଜାରି ଘୋଷଣାପତ୍ରକୁ ମୋଦୀ ମୁସଲିମ ଲିଗ ଘୋଷଣାପତ୍ର ସହ ତୁଳନା କରିବା ଅପରାଧ ଅଟେ । ରାଜସ୍ଥାନ ରାଲିରେ ମୋଦି କହିଥିଲେ ଯେ କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ର ହେଉଛି ସମ୍ପୂର୍ଣ୍ଣ ମିଛ ଘୋଷଣାପତ୍ର । ଦେଶକୁ ଭାଗ ଭାଗ କରିବା ପାଇଁ ପ୍ରୟାସ କରାଯାଉଛି । କଂଗ୍ରେସର ଘୋଷଣାପତ୍ରରେ ଲାଗିଛି ମୁସଲିମ ଲିଗର ଷ୍ଟାମ୍ପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ