Friday, April 3, 2026
39.1 C
Odisha

    ସ୍ତ୍ରୀ ସହ ଝଗଡ଼ା କରି ନିଜ ବେକ କାଟିଲେ ଯୁବକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଘରେଇ କଲିକୁ ନେଇ ନିଜ ବେକ କାଟିଲେ ଯୁବକ । ଖାରବେଳ ନଗରରେ ରହୁଥିବା ଅଶୋକ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସହ ଝଗଡା କରି ନିଜ ବେକ କାଟିଥିବା ସୂଚନା ରହିଛି । ପରେ ଅଶୋକ ବାଇକ ଚଳାଇ ନିଜେ ଆସିଲେ ଏମକେସିଜି ମେଡ଼ିକାଲକୁ । ବର୍ତ୍ତମାନ ଏମକେସିଜି ମେଡ଼ିକାଲରେ ଚିକିତ୍ସା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ