Saturday, March 7, 2026
35.2 C
Odisha

    ମହିଳାଙ୍କୁ ଶୋଷଣ ଅଭିଯୋଗ: ଧୂର୍ତ୍ତ ଅଭିଯୁକ୍ତ ବିରଞ୍ଚି ନାରାୟଣ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ବିରଞ୍ଜି ନାରାୟଣ ନନ୍ଦଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି। ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି। ଠକ ଯୁବକ କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ନିଜକୁ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଉଥିଲା। ଅନୁଗୁଳ, ବାଲେଶ୍ୱର ଓ ଢେଙ୍କାନାଳ ଥାନାରେ ତା ନାଁରେ ତିନି ଜଣ ମହିଳା ଅଭିଯୋଗ ଆଣିଥିଲେ।
    ସୂଚନାଯୋଗ୍ୟ, ବିରଞ୍ଜି ନାରାୟଣ ନନ୍ଦ ବିବାହ ସମ୍ପର୍କିତ ୱେବ୍ ସାଇଟ୍ ଫେକ ପରିଚୟ ଦେଇଥିଲା। କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ନିଜକୁ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଉଥିଲା। ସ୍ବାମୀ ପରିତ୍ୟକ୍ତା ଓ ମଧ୍ୟ ବୟସ୍କାଙ୍କୁ ଟାର୍ଗେଟ କରୁଥିଲା। ଅନେକ ମହିଳା ବିରଞ୍ଚିର ପ୍ରୋଫାଇଲ ଦେଖି ଆକର୍ଷିତ ହୋଇଥିଲେ। ଠକାମୀର ଶିକାର ହେଲା ପରେ ଥାନାରେ ଅଭିଯୋଗ ଆଣିଥିଲେ।

    କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଡିଜିଟାଲ ପ୍ରମାଣ ଫେଲ ଆଇ ଡି କିଛି ମହିଳାଙ୍କ ଭିଡିଓ କ୍ରାଇମବ୍ରାଞ୍ଚ୍ ଏହି ଯୁବକଙ୍କୁ ଗିରଫ କରିବା ବେଳେ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ