Sunday, June 7, 2026
33.1 C
Odisha

    ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା । ଭଞ୍ଜନଗର ବେତାର ଛକରେ ସରପଂଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ, ପ୍ରତିବାଦରେ ବିଜେପି କର୍ମୀଙ୍କ ଧାରଣା

    ଆଗକୁ ପଢନ୍ତୁ

    ଭଂଜନଗରରେ ରାଜନୈତିକ ଉତେଜନା । ଭଂଜନଗର ନିକଟସ୍ଥ ଡିହପଢାଳ ସରପଂଚଙ୍କ ସ୍ୱାମୀ ସୁବାସ ବରାଡଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରତିବାଦରେ ଗାଁ ରାସ୍ତାରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଖବର ଅନୁସାରେ, ଭଂଜନଗର ନିକଟସ୍ଥ ବେତାର ଛକରେ ସୁବାସଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ବ୍ୟକ୍ତି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଲୁଚି ରହିଥିବା ଅଭିଯୋଗ ହୋଇଛି । ଆଉ ସେହି ବ୍ୟକ୍ତିଙ୍କ ଘର ଆଗରେ ବିଜେପି କର୍ମୀ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପଂହଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.1 ° C
    33.1 °
    33.1 °
    50 %
    1.2kmh
    61 %
    Sun
    41 °
    Mon
    43 °
    Tue
    42 °
    Wed
    42 °
    Thu
    43 °

    ସମ୍ବନ୍ଧିତ