Sunday, July 21, 2024
26.7 C
Odisha

    ୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

    ଆଗକୁ ପଢନ୍ତୁ

    ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ ଫେସବୁକ ଓ ଇନଷ୍ଟାଗ୍ରାମ ଅଚଳ ହୋଇଯାଇଥିଲା । ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଲଗଇନ ହେଉନଥିଲା। ତେବେ ମେଟା ସର୍ଭର ଡାଉନ ଥିବାରୁ ଏହି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଏନେଇ ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    88 %
    2.7kmh
    100 %
    Sun
    27 °
    Mon
    27 °
    Tue
    25 °
    Wed
    24 °
    Thu
    24 °

    ସମ୍ବନ୍ଧିତ