Wednesday, October 30, 2024
28.9 C
Odisha

    ୭୫ ହଜାର ଛୁଇଁବ ସୁନା ଦର । ୬ ମାସରେ ୧୧ ହଜାର ଟଙ୍କା ମହଙ୍ଗା । ଜାଣନ୍ତୁ ଏହାର କାରଣ…

    ଆଗକୁ ପଢନ୍ତୁ

    ରେକର୍ଡ ସ୍ତରରେ ପହଞ୍ଚିିଛି ସୁନା ଦର । ରକେଟ୍ ବେଗରେ ଦର ବଢି ଚାଲିଛି । ଗତ ୬ ମାସ ମଧ୍ୟରେ ସୁନା ୧୧ ହଜାର ଟଙ୍କା ମହଙ୍ଗା ହେଲାଣି । ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ପାଖାପାଖି ହେଲାଣି । ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ରେ ସୁନା ଦର ୭୫ ହଜାର ସ୍ତର ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।କମୋଡିଟି ମାର୍କେଟ୍ ଏକ୍ସପର୍ଟଙ୍କ ମତ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ତେବେ ଏହାର ପ୍ରମୁଖ କାରଣ ଆମେରିକା ଫେଡେରାଲ ରଜର୍ଭର ମୁଦ୍ରାନୀତି ପଦକ୍ଷେପ ବୋଲି କୁହାଯାଉଛି । ଏହା ସହ ସୁନା ଦର ବୃଦ୍ଧିର ଅନେକ କାରଣ ମଧ୍ୟ ରହିଛି ।

    ଭୂ-ରାଜନୈତିକ ସମସ୍ୟା ବଢିଲେ ଇକ୍ୱିଟି ବଜାରରେ ସମସ୍ୟା ଦେଖାଦିଏ
    – ଫଳରେ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି
    – ଗ୍ରାହକ ସୁନାକୁ ଲାଭଦାୟକ ନିବେଶ ବିକଳ୍ପ ଭାବେ ଦେଖୁଛନ୍ତି
    – ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା ଯୋଗୁ ସୁନା ଦର ବୃଦ୍ଧି ପାଉଛି
    – ଆଗାମୀ ବିବାହ ଋତୁ ଯୋଗୁ ସୁନାର ଚାହିଦା ବଢୁଛି
    – କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଯୋଗୁ ଧାତୁ ଦର ବୃଦ୍ଧି
    – ଆସନ୍ତା ତ୍ରୈମାସରେ ଅକ୍ଷୟ ତୃତୀୟା ଥିବାରୁ ସୁନା ଗହଣା କ୍ରୟରେ ବୃଦ୍ଧି ହେବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    70 %
    1.2kmh
    39 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ