Saturday, July 27, 2024
24.6 C
Odisha

    ଜରୁରୀ ପରିସ୍ଥିତିରେ ନେଟୱର୍କକୁ ନିଜ ନିୟନ୍ତ୍ରଣରେ ରଖିପାରିବେ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ବୈଷ୍ଣବ

    ଆଗକୁ ପଢନ୍ତୁ

    ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ସରକାର ଚାହିଁଲେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କୁ ଅସ୍ଥାୟୀଭାବେ ନିଜ ନିୟନ୍ତ୍ରଣରେ ରଖିପାରିବେ । ଜରୁରୀ ପରିସ୍ଥିତିରେ ନେଟୱର୍କକୁ ନିଜ ନିୟନ୍ତ୍ରଣରେ ରଖିପାରିବେ । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ବୈଷ୍ଣବ । ନୂଆ ଟେଲିକମ ବିଲରେ ଏହି ବ୍ୟବସ୍ଥା ରଖାଯାଇଛି ।ସୋମବାର ଲୋକସଭାରେ ଆଗତ ହୋଇଛି ଟେଲିକମ୍ୟୁନିକେସନ ବିଲ ୨୦୨୩ । ମୁଖ୍ୟତଭାବେ ବିପର୍ଯ୍ୟୟ ପରିଚାଳନା ଓ ସୁରକ୍ଷା ଦୃଷ୍ଟି ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ତୁପକ୍ଷ ମୋବାଇଲ ସେବାର ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ । ଲାଗୁ ହୋଇଥିବା ଇଣ୍ଡିଆନ ଟେଲିଗ୍ରାଫ ଆଇନକୁ ବଦଳାଇବା ପାଇଁ ନୂଆ ବିଲ ଆଣିବାକୁ ଯାଉଛନ୍ତି ସରକାର । ସରକାର କହିଛନ୍ତି ଆଇନ ଗୁଡିକ ବେଶ ପୁରୁଣା । ବର୍ତମାନ ଜ୍ଞାନ କୌଶଳବିକାଶ ହୋଇଛି । ତେଣୁ ନୂଆ ଆଇନର ଆବଶ୍ୟକତା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ