Saturday, September 19, 2026
27.5 C
Odisha

    ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ; ନାବାଳକ ଓ ବାସ୍କେଟ୍‌ ବଲ୍‌ ଖେ

    ଆଗକୁ ପଢନ୍ତୁ

    କଟକ: ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି। କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ଫେରିବା ବାଟରେ କଟକ ସିଡିଏ ସେକ୍ଟର-୭ର ଚନ୍ଦନା ଚୌଧୁରୀ ରାଜ୍ୟପାଳଙ୍କୁ ଭେଟିଥିଲେ। ଚନ୍ଦନାଙ୍କ ନାବାଳକ ପୁଅର ଜେନେଟିକ୍ ଚିକିତ୍ସା ପାଇଁ ଅର୍ଥାଭାବ କଥା ରାଜ୍ୟପାଳଙ୍କୁ ଜଣାଇଥିଲେ। ରାଜ୍ୟପାଳ ତୁରନ୍ତ ତାଙ୍କୁ ଆର୍ଥିକ ସହଯୋଗ କରିଥିଲେ । ସେହିଭଳି ବାସ୍କେଟ୍ ବଲ୍ ଖେଳାଳି ପାୟଲ ପରିଡାଙ୍କୁ ପାଖକୁ ଡାକି ଅର୍ଥରାଶି ସହଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ