Friday, February 27, 2026
19.8 C
Odisha

    ବଢୁଛି ପୁରୁଷଙ୍କ ଆଗ୍ରହ, ହ୍ରାସ ପାଉଛି ବନ୍ଧ୍ୟାକରଣ ମହିଳାଙ୍କ ସଂଖ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ। ଏନେଇ, ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବର୍ଷରେ ୧୭୯୨ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିବାବେଳେ ୨୦୨୧-୨୨ ରେ ୯୯୧ ଓ ୨୦୨୨-୨୩ ରେ ୧୫୬୯ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିଲେ। ହେଲେ ମହିଳାଙ୍କ ବନ୍ଧ୍ୟାକରଣ ସଂଖ୍ୟା ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୧-୨୨ ରେ ୮୨୧୫୨82152, ୨୦୨୨-୨୩ରେ ୯୨୯୧୫ ଓ ୨୦୨୩-୨୪ ବର୍ଷରେ ୮୦୪୦୩ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି। ଗତ ତିନି ବର୍ଷରେ ସମୁଦାୟ ୨ ଲକ୍ଷ ୫୯ ହଜାର ୮୨୨ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    26 %
    1.9kmh
    0 %
    Thu
    20 °
    Fri
    33 °
    Sat
    35 °
    Sun
    37 °
    Mon
    37 °

    ସମ୍ବନ୍ଧିତ