Tuesday, April 7, 2026
24.1 C
Odisha

    ମାଲକାନଗିରିରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ସ୍ବାସ୍ଥ୍ୟ ସେବାରେ ବ୍ୟାଘାତ ଘଟିବ ନାହିଁ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ବିଶେଷ ପ୍ରଭାବ ପଡ଼ିବନି ବୋଲି ମାଲକାନଗିରି ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି। ସେ କହିଛନ୍ତି, ସ୍ବାସ୍ଥ୍ୟ ସେବାରେ ବ୍ୟାଘାତ ଘଟିବ ନାହିଁ। ମାଲକାନଗିରିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାରେ୨ଟି ଘରୋଇ କଲେଜରୁ ୭୦ ଜିଏନଏମ ଛାତ୍ରୀଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ସରକାରୀ ଏଏନଏମ କଲେଜରୁ ୮୫ ଛାତ୍ରୀ ବି ନିୟୋଜିତ ଅଛନ୍ତି।

    ଖାଲି ସେତିକି ନୁହେଁ, ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବାସ୍ଥ୍ୟ କର୍ମୀ ସ୍ଥାନାନ୍ତରିତ ହୋଇଛନ୍ତି। ତେଣେ୨୦ ପୁରୁଷ ଓ ୫ ମହିଳା ସ୍ବାସ୍ଥ୍ୟ କର୍ମୀ ମୁତୟନ ହୋଇଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ