Saturday, October 3, 2026
23.6 C
Odisha

    ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ

    ଆଗକୁ ପଢନ୍ତୁ

    ନବବର୍ଷ ପାଳନ ବେଳେ ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରିବେ ବୋଲି ଫୋନ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୁଲିସ ହାଇଆଲର୍ଟରେ ରହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ସୂଚନା ମୁତାବକ, ମୁମ୍ବାଇରେ ବିସ୍ଫୋରଣ ହେବ କହି ଫୋନ୍‌ କରିଥିବା ବ୍ୟକ୍ତି ଫୋନ୍‌ କଲ୍‌ କାଟି ଦେଇଥିଲେ। ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍‌ କଲ୍‌ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ, କୌଣସି ସନ୍ଦିଗ୍ଧ ଜନିଷ ମିଳି ନ ଥିଲା। ଫୋନ କରୁଥିବା ବ୍ୟକ୍ତିଙ୍କର ସନ୍ଧାନ ପାଇବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ