Sunday, March 29, 2026
31.5 C
Odisha

    ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ: ଅପରାହ୍ନ ୨ଟା ୩୦ ସୁଦ୍ଧା ତାପମାତ୍ରା ଛୁଇଁଲା ୪୩. ୮ ଡିଗ୍ରୀ

    ଆଗକୁ ପଢନ୍ତୁ

    ଚଳିତବର୍ଷ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ । ଅପରାହ୍ନ ୨ଟା ୩୦ ସୁଦ୍ଧା ତାପମାତ୍ରା ଛୁଇଁଲା ୪୩. ୮ ଡିଗ୍ରୀ । ୩୫ ଡିଗ୍ରୀ ଉପରେ ୬ ସହର ରହିଛି । ସେହିପରି ରାଉରକେଲାରେ ୩୪. ୪ ଡିଗ୍ରୀ ଏବଂ ହୀରାକୁଦରେ ୩୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ । ପାଣିପାଗ କେନ୍ଦ୍ର କହିଛି ୨୪ ଘଂଟା ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଗତକାଲିଠୁ ବିଭିନ୍ନ ସ୍ଥାନରେ କାଳବୈଶାଳୀ ବର୍ଷା ହୋଇଛି । ତେବେ ୨୫ରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ବୋଲି ଜଣାପଡିଛି । ଏହି ସମୟରେ ଉଷ୍ମ ଆଦ୍ର ଜଳବାୟୁ ସ୍ଥିତି ଲାଗି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ