Friday, March 13, 2026
37.7 C
Odisha

    ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା

    ଆଗକୁ ପଢନ୍ତୁ

    ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା । ଭିଡ଼ ଜମିବା ସହ ବଟମ ଦବାଇ ନିକଟରୁ ଭୋଟ୍ ଦାନ ସମ୍ପର୍କରେ ଜ୍ଞାନ ଆହରୋଣ କରୁଛନ୍ତି ଭୋଟର । ଇଭିଏମ ମେସିନକୁ ନେଇ ରାଜନୈତିକ ଦଳ ଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ ଏହାର ଉତର ଦେବାକୁ ଯାଇ ନିର୍ବାଚନ କମିସନର ଏବେ ଏହି ମେସିନକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚି ସଚେତନ କରୁଛନ୍ତି । ଗାଁରେ ଏହି ମେସିନକୁ ଦେଖିବାକୁ ଭିଡ଼ ଜମୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ