Saturday, July 27, 2024
24.6 C
Odisha

    ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନରେ ଆଗୁଆ

    ଆଗକୁ ପଢନ୍ତୁ

    ଆଜି ଭାରତ ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ । ଆଜିର ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ଦଳ ୪୭୩ ରନର ବିଶାଳ ସ୍କୋର କରିପାରିଛି । ଦଳ ପକ୍ଷରୁ ୨ଟି ବ୍ୟାଟ୍ସମ୍ୟାନ ଶତକ ଓ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଛନ୍ତି । ଫଳରେ ଦଳ ଏବେ ୨୫୫ ରନରେ ଆଗୁଆ ରହିଛି । ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଅଶ୍ୱିନୀ ଓ କୁଲଦୀପଙ୍କ ସ୍ପିନର ଯାଦୁ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲେ ୭୯ ରନ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନୀ ୪ ଓ କୁଲଦୀପ ଯାଦବ ୫ ୱିକେଟ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ