Monday, November 17, 2025
14.3 C
Odisha

    ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଓ୍ୱାନଡେ ସିରିଜ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଦିନ ଗୋଟାଏ ୩୦ ମିନିଟରେ ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଳଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ । ପୂର୍ବରୁ ଯୁବ ଖେଳାଳି ମାନେ ଟି-୨୦ ସିରିଜରେ କରିସ୍ମା ଦେଖାଇ ସାରିଛନ୍ତି। ବିଶେଷକରି ନୂଆ ଫିନିସର ଭାବେ ଉଭା ହୋଇଥିବା ରିଙ୍କୁ ସିଂହଙ୍କ ଉପରେ ନଜର ରହିବ । ସେହିପରି ଘରୋଇ କ୍ରିକେଟରେ ଦମଦାର ରନ କରିଥିବା ତିଳକ ବର୍ମା, ରଜତ ପାଟିଦାର, ସାଇ ସୁଦର୍ଶନ ଦିନିକିଆ ଖେଳିବା ଲକ୍ଷ୍ୟରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.3 ° C
    14.3 °
    14.3 °
    59 %
    1.4kmh
    6 %
    Sun
    14 °
    Mon
    25 °
    Tue
    25 °
    Wed
    26 °
    Thu
    27 °

    ସମ୍ବନ୍ଧିତ