Wednesday, October 14, 2026
22.1 C
Odisha

    ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଓ୍ୱାନଡେ ସିରିଜ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଦିନ ଗୋଟାଏ ୩୦ ମିନିଟରେ ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଳଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ । ପୂର୍ବରୁ ଯୁବ ଖେଳାଳି ମାନେ ଟି-୨୦ ସିରିଜରେ କରିସ୍ମା ଦେଖାଇ ସାରିଛନ୍ତି। ବିଶେଷକରି ନୂଆ ଫିନିସର ଭାବେ ଉଭା ହୋଇଥିବା ରିଙ୍କୁ ସିଂହଙ୍କ ଉପରେ ନଜର ରହିବ । ସେହିପରି ଘରୋଇ କ୍ରିକେଟରେ ଦମଦାର ରନ କରିଥିବା ତିଳକ ବର୍ମା, ରଜତ ପାଟିଦାର, ସାଇ ସୁଦର୍ଶନ ଦିନିକିଆ ଖେଳିବା ଲକ୍ଷ୍ୟରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ