Friday, June 6, 2025
36.1 C
Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତିରୁପତି ପଦ୍ମନାଭ ସ୍ୱାମୀଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । ରାଜ୍ୟ ବାହାର ୧୫ ମନ୍ଦିରକୁ ନିମନ୍ତ୍ରଣ

ଆଗକୁ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଓଡ଼ିଶା ବାହାରେ ମୁମ୍ବାଇର ଅନେ୍ଧରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, କୋଲକାତାର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର, ମଦୁରାଇର ଶ୍ରୀରାମେଶ୍ୱରମ୍ ମନ୍ଦିରକୁ ନିମନ୍ତ୍ରଣ ଯାଇଛି । ଏହି ପରି ରାଜ୍ୟ ବହାରର ୧୫ ପ୍ରସିଦ୍ଧ ମନ୍ଦିରକୁ ନିମନ୍ତ୍ରଣ ଦିଆ ସରିଲାଣି । ସେହିପରି ରାଜ୍ୟ ଭିତରେ ୩୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଫୁଲବାଣୀର ଶ୍ରୀଜନ୍ନାଥ ମନ୍ଦିର, ଦଧିବାମନଜିଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର ଓ ବରାହ ମନ୍ଦିର, ଢେଙ୍କାନାଳର କପିଳାସ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଛି । ଜଗତସିଂହୁପରର ମା’ ସାରଳାଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ସମସ୍ତ ସ୍ଥାନରେ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ଟିମ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
36.1 ° C
36.1 °
36.1 °
28 %
2.5kmh
63 %
Fri
36 °
Sat
41 °
Sun
41 °
Mon
44 °
Tue
41 °

ସମ୍ବନ୍ଧିତ