Saturday, January 24, 2026
29 C
Odisha

    ଆଜି ଆଇପିଏଲ୍ ମେଗା ଅକ୍ସନ, କେଉଁ ଖେଳାଳି ଉପରେ ହେବ ଟଙ୍କା ବର୍ଷା.. ଜାଣନ୍ତୁ ଟିକିନିକି ଖବର

    ଆଗକୁ ପଢନ୍ତୁ

    ଆଜି ସାଉଦି ଆରବରେ ହେବ ଆଇପିଏଲର ମେଗା ନିଲାମୀ । ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ହେବ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ଅଛନ୍ତି । ତିନି ଭାରତୀୟ ଖେଳାଳି ଶ୍ରେୟାସ ଆୟାର, ରିଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    17 %
    3.4kmh
    0 %
    Sat
    27 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ