Saturday, July 27, 2024
24.8 C
Odisha

    ଗୋଟିଏ ରାତିରେ ହିଁ ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇଯାଏ ଏହି ଘରୋଇ ଉପାୟରେ

    ଆଗକୁ ପଢନ୍ତୁ

    ୫ ମିନିଟରେ ଘରେ ତିଆରି କରନ୍ତୁ ଏହି ଚୁରଣକୁ । କୌଣସି ବି ପ୍ରକାରର ଶାରୀରିକ କମଜୋରୀ ହେବା, ଥକିଯିବା, ରକ୍ତ ହୀନତା, କ୍ୟାଲସିୟମର ଅଭାବ, ହାତ, ଗୋଡ ଓ ଅଣ୍ଟା ବିନ୍ଧା ହେବା, ଇତ୍ୟାଦି କୌଣସି ପ୍ରକାରର ସମୟା ହେଉଛି ଓ ଯଦି ଆପଣଙ୍କୁ କାମ କରିବାକୁ ଇଚ୍ଛା ହେଉ ନାହିଁ ତେବେ ଏହି ଚୁରଣର ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।୫ ମିନିଟରେ ଘରେ ତିଆରି କରନ୍ତୁ ଏହି ଚୁରଣକୁ । କୌଣସି ବି ପ୍ରକାରର ଶାରୀରିକ କମଜୋରୀ ହେବା, ଥକିଯିବା, ରକ୍ତ ହୀନତା, କ୍ୟାଲସିୟମର ଅଭାବ, ହାତ, ଗୋଡ ଓ ଅଣ୍ଟା ବିନ୍ଧା ହେବା, ଇତ୍ୟାଦି କୌଣସି ପ୍ରକାରର ସମୟା ହେଉଛି ଓ ଯଦି ଆପଣଙ୍କୁ କାମ କରିବାକୁ ଇଚ୍ଛା ହେଉ ନାହିଁ ତେବେ ଏହି ଚୁରଣର ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।

    ଆଜିକାଲି ଯୁବପିଢିମାନଙ୍କୁ କାମ କରିବାକୁ ଇଚ୍ଛା ହୁଏ ନାହିଁ ଏହାର ମୁଖ୍ୟ କାରଣ ନିଜର ବ୍ୟସ୍ତପୂର୍ଣ୍ଣ ଜୀବନ ଅଟେ । ରାତିରେ ଠିକ ଟାଇମରେ ନ ଶୋଇବା ଦ୍ଵାରା ବି ଶାରୀରିକ କମଜୋରୀ ଆସିଯାଏ । ଏହି ଚୁରଣକୁ ଘରେ ତିଆରି କରିବା ପାଇଁ ଆପଣଙ୍କୁ ୫ଟି ଜିନିଷ ଦରକାର । ଯାହାକି ଆପଣଙ୍କର ରୋଷେଇ ଘରେ ମିଳିଯିବ । ଏହି ଚୁରଣ ଏତେ ଶକ୍ତିଶାଳୀ ଅଟେ କି ଏହାର ପ୍ରଭାବ ଆପଣଙ୍କୁ ୩ ଦିନ ମଧ୍ୟରେ ନଜର ଆସିବ ।

    ଏହା ଆପଣଙ୍କର ସବୁ ପ୍ରକାରର ରୋଗକୁ ୧ ରୁ ୨ ସପ୍ତାହ ମଧ୍ୟରେ ଠିକ କରିଦେବ । ଯଦି ଆପଣ ଯୋଗ କିମ୍ବା ଏକ୍ସରସାଇଜ କରୁଛନ୍ତି ତେବେ ଆପଣଙ୍କର ରୋଗ ଆହୁରି ଜଲ୍ଦି ଭଲ ହୋଇଯିବ । ଯଦି ଆପଣ ଯୋଗ କିମ୍ବା ଏକ୍ସରସାଇଜ କରୁ ନାହାନ୍ତି ତେବେ ଆପଣଙ୍କୁ ୧ ମାସ ଲାଗିପାରେ ଠିକ ହେବାକୁ । ଏହି ଚୁରଣ ପାଇଁ ଆପଣଙ୍କୁ ଦରକାର

    ୧. ଛୋଟ ଶୁଖିଲା ଅଦା

    ୨. ୨ ରୁ ୩ ଗ୍ରାମ ଗୋଲମରିଚ

    ୩. ୩ ରୁ ୪ଟି ଲବଙ୍ଗ

    ୪. ପୋସ୍ତକ ୧୦ରୁ ୧୫ ଗ୍ରାମ

    ୫. ଗୋଟିଏ ଯାଇଫଳ

    ଏହା ପରେ ଏହି ସବୁ ଜିନିଷକୁ ଏକ ହେମଦସ୍ତାରେ ଢାଳି ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରନ୍ତୁ । କିନ୍ତୁ ଆପଣଙ୍କୁ ଏହା ପୂରାପୂରି ପାଉଡର କରିବା ଦରକାର ନାହିଁ । ପୋସ୍ତକ ଦାନା ଭଳି ଏହି ଚୁରଣକୁ କରନ୍ତୁ । ଆପଣଙ୍କୁ କହିଦେଉଛୁ କି ଏହି ଚୁରଣ ବହୁତ ହିଁ ଅଧିକ ଗରମ ହୋଇଥାଏ । ସେଥିପାଇଁ ଯଦି ଆପଣଙ୍କୁ ଏହାର ସେବନ କରିବାର ସଠିକ ଉପାୟ ଜଣା ନାହିଁ ତେବେ ଏହା ଆପଣଙ୍କ ଶରୀରକୁ ଗରମ କରିଦେବ ।

    ସର୍ବ ପ୍ରଥମେ ଯେଉଁ ଲୋକମାନଙ୍କୁ ବାତ ରୋଗ ଅଛି କିମ୍ବା ଯେଉଁମାନଙ୍କର ଗଣ୍ଠି ବ୍ୟଥା ଭଳି ସମସ୍ୟା ଅଛି ଓ ଯେଉଁ ବ୍ୟକ୍ତିମାନଙ୍କୁ ଥଣ୍ଡା, କାଶ, କଫ ଇତ୍ୟାଦି ଅଛି ସେମାନେ ଏହି ଚୁରଣକୁ ଅଳ୍ପ ଗରମ ପାଣି ସହ ସେବନ କରିବା ଉଚିତ । ଯଦି ଆପଣଙ୍କୁ ଶରୀର ଅଧିକ ଗରମ ଅଟେ ତେବେ ଆପଣ ଏହାକୁ ଦିନେ ଛଡା ଦିନେ ଖାଇ ପାରିବେ । ଯେଉଁମାନଙ୍କର ପିତ ସମସ୍ୟା ଅଛି ସେମାନଙ୍କୁ ଅଁଳା ସହିତ କିମ୍ବା ତ୍ରିଫଳା ସହିତ ଏହି ଚୁରଣକୁ ସେବନ କରିବାର ଅଛି । ଆଜିକାଲିର ଯୁବପିଢିମାନଙ୍କ ପାଇଁ ଏହା ସବୁଠୁ ଭଲ ଔଷଧ ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ